Breaking News

ବିଜେପି ପକ୍ଷରୁ ବନ୍ୟାଞ୍ଚଳ ପରିଦର୍ଶନ

Date:29-08-2020



ଝାରସୁଗୁଡ଼ା ଜିଲ୍ଲା ବିଜେପି ଟିମ୍ ଅଣ୍ଟା ଭିଡି ଏକ ପ୍ରତିନିଧି ଦଳ ପହଞ୍ଚି ଥିଲେ ଏହି ପ୍ରତିନିଧି ଦଳ ରେ ବିଜେପି ଜିଲ୍ଲା ସଭାପତି ମଙ୍ଗଲ ସାହୁ, ବିଶ୍ୱଜିତ ଷଡ଼ଙ୍ଗୀ,ସଞୟ ସାଲୁଜା, ମୁରାରି ସିଂ,ସ୍ଳୋକ ଶରନା,ଚକାନନ ସା, ସୁକୁମାର ପୁରୋହିତ,କୁଦନ୍ନ ସିଂ,ପିଙ୍କୁ, ପିତାମ୍ବର ଉମା ରହି ,ଚିଖଲି,ମହୁଦୀ,ଶରଦା,ସେମଲିଆ,ସୁଖାସୋଡା ମହୁଲପାଲି,ଗାଁ ବନ୍ୟା ଘରରେ ରହିଥିବା ଲୋକ  ମାନଙ୍କୁ  ଯଥାଶୀଘ୍ର କ୍ଷୟକ୍ଷତି ଆକଳନ କରି ସହାୟତା ପାଇଁ ଜିଲ୍ଲାପାଳ କୁ ଜଣାଇବା ପାଇଁ କହିଛନ୍ତି ।

Latest News