Breaking News

ସବୁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ, କେଉଁ ଜିଲ୍ଲା ପାଇଁ କିଏ ?

Date:23-08-2019




ସବୁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ,  କେଉଁ ଜିଲ୍ଲା ପାଇଁ କିଏ ?

ଓଜସ୍ଵୀ ଭୁବନେଶ୍ବର: ସବୁ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି ବିଜେଡି ।

କେଉଁ ଜିଲ୍ଲା ପାଇଁ କିଏ ହେଲେ ପର୍ଯ୍ୟବେକ୍ଷକ ।

ନବରଙ୍ଗପୁର, ରାୟଗଡ଼ା- ସଞ୍ଜୟ କୁମାର ଦାସବର୍ମା
କୋରାପୁଟ, ମାଲକାନଗିରି – ଚନ୍ଦ୍ରସାରଥି ବେହେରା
କଳାହାଣ୍ଡି- ନବ କିଶୋର ଦାସ
ବରଗଡ଼- ପ୍ରଫୁଲ୍ଲ କୁମାର ମଲ୍ଲିକ
ବଲାଙ୍ଗିର- ସୁଶାନ୍ତ ସିଂ
ଗଞ୍ଜାମ- ମହେଶ୍ୱର ମହାନ୍ତି
ଗଜପତି-ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ
କନ୍ଧମାଳ-ବିକ୍ରମ କେଶରୀ ଆରୁଖ
ଢେଙ୍କାନାଳ- ବିଜୟ ନାୟକ
ବୌଦ୍ଧ- କୃତିବାସ ପାତ୍ର
ଅନୁଗଳ- ନିରଞ୍ଜନ ପୂଜାରୀ
ସମ୍ବଲପୁର, ଦେବଗଡ଼-ନଳିନୀକାନ୍ତ ପ୍ରଧାନ
ସୁନ୍ଦରଗଡ଼-ପ୍ରୀତିରଞ୍ଜନ ଘଡାଇ
କେନ୍ଦୁଝର- କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର
ମୟୂରଭଞ୍ଜ-ପ୍ରଣବ ପ୍ରକାଶ ଦାସ
ବାଲେଶ୍ୱର-ପ୍ରତାପ ଜେନା
ଭଦ୍ରକ- ରଣେନ୍ଦ୍ର ପ୍ରତାପ ସ୍ୱାଇଁ
କେନ୍ଦ୍ରାପଡ଼ା- ପ୍ରମିଳା ମଳ୍ଲିକ
ଜଗତସିଂହପୁର-ଦେବାଶିଷ ସାମନ୍ତରାୟ
ପୁରୀ- ପ୍ରଦୀପ କୁମାର ଅମାତ
ଖୋର୍ଦ୍ଧା- ପ୍ରସନ୍ନ ଆଚାର୍ଯ୍ୟ
ନୂଆପଡ଼ା-ସୌଭାଗ୍ୟ ନାୟକ
କଟକ- ଉଷା ଦେବୀ
ଯାଜପୁର-ଅଶୋକ ପଣ୍ଡା
ନୟାଗଡ଼- ଅମର ପ୍ରସାଦ ଶତପଥୀ
ଝାରସୁଗୁଡ଼ା- ପଦ୍ମନାଭ ବେହେରା
ସୁବର୍ଣ୍ଣପୁର- ହାଜି ମହମ୍ମଦ ଆୟୁବ୍‌ ଖାନ୍‌ ପର୍ଯ୍ୟବେକ୍ଷକ ନିଯୁକ୍ତ ହୋଇଛନ୍ତି ।

Latest News