Breaking News

୧୯ ଖଣ୍ଡ ମୌଜାରେ ବନ୍ୟା

Date:29-08-2020



ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ଉପାନ୍ତ ୧୯ ଖଣ୍ଡ ରେ ବନ୍ୟା ପରିସ୍ଥିତି, ଚାରୋଟି ଗାଁ ଚିଖିଲି ,ମହୁଦୀ,ସେମଲିଆ,ସରଦା, ରେମତା ଗାଁ ଜଲବଦୀ ରେ ଅଛନ୍ତି, ସେଠାରେ ଅଗ୍ନିଶମ କର୍ମଚାରୀ ମାନେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି ଏହି ଲଘୁଚାପ ଜନିତ ବର୍ଷାରେ ଏହି ଗାଁ ମାନଙ୍କରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି, ତେବେ ଏପଟେ କୋରନା ଦାଉସାଧୁଥିବା ବେଲେ ବନ୍ୟା ଭାଙ୍ଗିଦେଈଯାଈଛି ଅନେକ ଫସଳ ସହିତ ସୀମାନ୍ତ ଗାଁ ମାନଙ୍କରେ ଅନେକ ମସ୍ୟଜୀବି ରହିଥିବା ବେଳେ ଏ ବନ୍ୟା ରେ ଅନେକ ଡଙ୍ଗା ଭାସିଯାଈଥିବା ବେଲେ ସେମାନେ ଏବେ ସରକାରୀ ସହାୟତାକୁ ଅପେକ୍ଷା କରିଛନ୍ତି ।

Latest News