- OJASWI
Breaking News

ନୂଆଡ଼ିହି ଛକ ଠାରେ ଅଜଣା ଗାଡ଼ି ଧକ୍କାରେ ଏମସିଏଲ କର୍ମଚାରୀ ମୃତ

Date:04-02-2021



ବ୍ରଜରାଜନଗର ଥାନା ଅନ୍ତର୍ଗତ ଗାନ୍ଧୀଛକର ନୂଆଡିହି ୪୯ନଂ ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା ହାଇୱା ଧକ୍କାରେ ବାଇକ ଆରୋହୀ ମୃତ। ମୃତକ ଜଣକ ଏମ.ସି.ଏଲ. କର୍ମଚାରୀ ବୋଲି ଜଣା ପଡ଼ିଛି। ଘଟଣା ସ୍ଥଳରେ ବ୍ରଜରାଜନଗର ଏସ.ଡି.ପି.ଓ, ଉପଜିଲ୍ଲାପାଳ, ବ୍ରଜରାଜନଗର ଆଇ.ଆଇ.ସି ଉପସ୍ଥିତ। ୪୯ନଂ ଜାତୀୟ ରାଜପଥ ଯାତାୟାତ ବାଧାପ୍ରାପ୍ତ।

Latest News