Breaking News

ଭୁବନେଶ୍ୱର ବରମୁଣ୍ଡା ଓ କଟକ ବାଦାମବାଡ଼ି ବସଷ୍ଟାଣ୍ଡ ବିପଜ୍ୟସ୍ତ

Date:09-08-2019



ଓଜସ୍ଵୀ ଭୁବନେଶ୍ୱର: ଭୁବନେଶ୍ୱର ବରମୁଣ୍ଡା ଓ କଟକ ବାଦାମବାଡି ବସଷ୍ଟାଣ୍ଡ ବିପଯ୍ୟସ୍ତ ହୋଇଛି । ଏହାର ତୁରନ୍ତ ମରାମତି ପାଇଁ ପରିବହନ ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ଅଲ ଓଡ଼ିଶା ଘରୋଇ ବସ ମାଲିକ ସଂଘ । ବରମୁଣ୍ଡା ବସଷ୍ଟାଣ୍ଡରେ ଦୈନିକ ୧୨ଶହ ବସ ବସ ଯାତାୟତ କରୁଛି । ତେବେ ଏହାର ସ୍ଥିତି ବିପଯ୍ୟସ୍ତ ହୋଇପଡିଛି । ଏନେଇ ପରବହନ ମନ୍ତ୍ରୀ ଓ ସଚିବଙ୍କୁ ଅବଗତ କରାଇବା ସହ ସଂପୃକ୍ତ ସ୍ଥାନ ପରିଦର୍ଶନ କରି ଖୁବ ଶିଘ୍ର ପଦକ୍ଷେପ ନେବାକୁ ଦାବି ହୋଇଛି । ସେପଟେ ଖୁବ ଶୀଘ୍ର ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ମନ୍ତ୍ରୀ ପ୍ରତିଶୃତି ଦେଇଛନ୍ତି ।

Latest News