Breaking News

ରଥଯାତ୍ରା ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି : ମୁଖ୍ୟମନ୍ତ୍ରୀ କହିଲେ ଜୟ ଜଗନ୍ନାଥ

Date:22-06-2020



ଶ୍ରୀ​କ୍ଷେତ୍ର ପୁରୀରେ ଆସନ୍ତାକାଲି ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ବିଶ୍ବ ପ୍ରସିଦ୍ଧ ରଥାଯାତ୍ରା ଅନୁଷ୍ଠିତ ହେବ। ସୁପ୍ରିମକୋର୍ଟ ଏନେଇ ଅନୁମତି ପ୍ରଦାନ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଖୁସୀ ଓ ଆନନ୍ଦ ପ୍ରକାଶ କରିଛନ୍ତି। ଟ୍ବିଟ କରି ସେ ଲେଖିଛନ୍ତି ଜୟ ଜଗନ୍ନାଥ।

 

Latest News