Breaking News

ମାଓକ୍ୟାମ୍ପ ଠାବ: ପୁଲିସ-ମାଓବାଦୀ ଗୁଳିବିନିମୟ

Date:29-08-2019




ଓଜସ୍ଵୀ ବ୍ୟୁରୋ: ବୁଧବାର ପୁଲିସ ଓ ନକ୍ସଲ ମଧ୍ୟରେ ଗୁଳିବିନିମୟ ଜାରି ରହିଥିବା ଜଣାପଡିଛି। ଏସ୍‌ଓଜି ଯବାନଙ୍କ କମ୍ବିଂ ଅପରେସନ ବେଳେ ପୁଲିସ ନକ୍ସଲ କ୍ୟାମ୍ପ ଠାବ କରି ଗୋଟିଏ ଦେଶୀ ବନ୍ଧୁକ ସହ ବିପୁଳ ନକ୍ସଲ ସାମଗ୍ରୀ ଜବତ କରିଛି। ଏନେଇ କନ୍ଧମାଳ ଏସ୍‌ପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି।

Latest News