Breaking News

ପରଲୋକରେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ।

Date:18-08-2019




ଓଜସ୍ଵୀ ଭୁବନେଶ୍ୱର: ପରଲୋକରେ ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁ। ଗତକାଲି ରଣଜିତ ଗୁରୁ ଅଵସ୍ଥା ଗୁରୁତର ଥିବା ସମୟରେ  ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ରାତି ପ୍ରାୟ ୧ଟା ବେଳେ ୬୧ ବର୍ଷ ବୟସରେ ପରଲୋକ ଗମନ କରିଥିବା ସୂଚନା ମିଳିଛି।ଓଡ଼ିଆ ଦୈନିକ ଖବର କାଗଜ ସମ୍ବାଦର ଫିଚର ଏଡିଟର ଥିଲେ ରଣଜିତ ଗୁରୁ।

Latest News