Breaking News

ଉଚ୍ଛେଦ ହେଲା ଗାର୍ଡ ଅଫ୍‍ ଅନର ବ୍ୟବସ୍ଥା ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକା

Date:14-08-2019



ଉଚ୍ଛେଦ ହେଲା ଗାର୍ଡ ଅଫ୍‍ ଅନର ବ୍ୟବସ୍ଥା

ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀଙ୍କୁ ଆଉ ଦିଆଯିବନି ଗାର୍ଡ ଅଫ ଅନର 

ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମ୍‍କୋର୍ଟ ଓ ହାଇକୋର୍ଟ ମୁଖ୍ୟ ବିଚାରପତି ଓ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି ରହିବ । ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀଙ୍କୁ ଆଉ ଦିଆଯିବନି ଗାର୍ଡ ଅଫ ଅନର । ଅନ୍ୟପକ୍ଷରେ ସାଧାରଣତନ୍ତ୍ର, ସ୍ୱାଧୀନତା ଓ ଉତ୍‍କଳ ଦିବସ ପାଳନରେ ଏହା କାର୍ଯ୍ୟକାରୀ ହେବ

Latest News