Breaking News

ଭାରତର ଦମଦାର ବିଜୟ: ଦ୍ୱିତୀୟ ଦିନିକିଆରେ ଭାରତର ବାଜିମାତ୍;

Date:12-08-2019




ଭାରତର ଦମଦାର ବିଜୟ: ଦ୍ୱିତୀୟ ଦିନିକିଆରେ ଭାରତର ବାଜିମାତ୍; ୫୯ ରନରେ ୱେଷ୍ଟଇଣ୍ଡିଜକୁ ହରାଇଲା ଟିମ୍ ଇଣ୍ଡିଆ

ତ୍ରିନିଦାଦର କୁଇନ୍ସ ପାର୍କରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ୱେଷ୍ଟଇଣ୍ଡିଜକୁ ୫୯ ରନରେ ହରାଇଛି ଭାରତ । ଏହି ବର୍ଷା ବାଧିତ ମ୍ୟାଚରେ ଭାରତ ପ୍ରଥମେ ବ୍ୟାଟିଂ କରି ବିରାଟ କୋହଲିଙ୍କ ଶତକୀୟ ଇନିଂସ ବଳରେ ୨୭୯ ରନ ସଂଗ୍ରହ କରିଥିଲା । ସେହିପରି ୭୧ ରନର ଉଲ୍ଲେଖନୀୟ ପାଳି ଖେଳିଥିଲେ ଆୟର । ୨୮୦ରନର ବିଜୟଲକ୍ଷ୍ୟକୁ ପିଛା କରି ୱେଷ୍ଟଇଣ୍ଡିଜ ଦଳ ୨୧୦ ରନ କରି ଅଲ ଆଉଟ ହୋଇଯାଇଥିଲା ।
ଦଳ ପକ୍ଷରୁ ଲୁଇସି ୬୫ ଓ ଏନ ପୁରନ ୪୨ ରନ କରିଥିଲେ । 

Latest News