Breaking News

କ୍ରିକେଟ ଜଗତକୁ ଆମଲାଙ୍କ ବାଏ ବାଏ । ଅନ୍ତର୍ଜାତୀୟ କ୍ରିକେଟର ସବୁ ଫର୍ମାଟରୁ ଅବସର ଘୋଷ

Date:08-08-2019



ଓଜସ୍ଵୀ ବ୍ୟୁରୋ : ଦକ୍ଷିଣ ଆଫ୍ରିକା କ୍ରିକେଟ୍‌ ଟିମ୍‌ର ଜଣାଣୁଣା ବ୍ୟାଟସ୍‌ମ୍ୟାନ୍‌ ହାସିମ ଆମଲା କ୍ରିକେଟ୍‌ର ସବୁ ଫର୍ମାଟରୁ ଅବସର ନେଇଛନ୍ତି । କ୍ରିକେଟ୍‌ ସାଉଥ ଆଫ୍ରିକା (ସିଏସ୍‌ଏ)ର ଅଫିସିଆଲ୍‌ ଟୁଇଟରୁ ଏହି ସୂଚନା ମିଳିଛି । ଏଥିରେ କୁହାଯାଇଛି ଯେ, ଆମଲା ଘରୋଇ କ୍ରିକେଟ ଓ ମାଂଜା ସୁପର ଲିଗ୍‌ ଖେଳିବା ଜାରି ରଖିବେ ।

Latest News