Breaking News

ଝାରସୁଗୁଡା ଜୟ ହିନ୍ଦ କ୍ଳବ ଫୁଟବଲ ଫାଇନାଲରେ ବରାମୁଣ୍ଡା

Date:08-08-2019



ଝାରସୁଗୁଡ଼ା ମନମୋହନ ସ୍କୁଲ ପଡିଆରେ ୮ମଜୟ ହିନ୍ଦ୍ କ୍ଳବର ୨ୟ ସେମି ଫାଇନାଲ ବରାମୁଣ୍ଡା ଝାରସୁଗୁଡା ଓ ଜନାର୍ଦ୍ଧନ ୍ ଯୁବକ ସଂଘ ସମ୍ବଲପୁର ମଧ୍ୟ ରେ ଅନୁଷ୍ଠିତ ହୋଇଥିôଲା ପ୍ରଥମ ଭାଗର ଦୁଇ ମିନିଟରେ ସମ୍ବଲପୁର ପ୍ରଥମ ଗୋଲ ଦେଇ ଥିଲା । କିନ୍ତୁ ବରାମୁଣ୍ଡା ଖେଳର ୨୦ ମିନିଟରେ ଗୋଲ ପରିଶୋଧ କରିଦେଇ ଥିଲା । ଉଭୟ ଦଳ ବହୁଗୋଲ ଦେବାର ସୁଯୋଗ ପାଇ ଥିଲେ ମଧ୍ୟ କେହି କାହାକୁ ଗୋଲ ଦେଇ ନଥିଲେ ।୨ୟ ଭାଗର ୭୦ ମିନିଟରେ ବରାମୁଣ୍ଡା ଏକ ଗୋଲ ଦେବାରୁ ୨-୧ଗୋଲରେ ବିଜୟୀ ହୋଇ୨ୟ ଦଳ ଭାବରେ ଫାଇନାଲରେ ପ୍ରବେଶକରଛି । ଝାରସୁଗୁଡାର ପୌର ପରିଷଦ ର ପୂର୍ବତନ ସଭ୍ୟ ପ୍ରତାପ ନନ୍ଦ  ମୁଖ୍ୟଅତିଥି ଯୋଗ ଦେଇ ଖେଳାଳିମାନଙ୍କସହିତ ପରିଚୟହୋଇ ଥିଲେ । ଅନ୍ୟ ସମ୍ମାନୀୟ ଅତିଥି ଭାବରେ ରମେଶ ଗାନ୍ଦି ଯୋଗ ଦେଇ ଥିଲେ । ଏହି ଖେଳକ ୁକାର୍ତ୍ତକ ଦାସ, ଅଜିତ କୁଜୁର, ସୁଜିତ କୁଜୁର,ଜଗ୍ନନାଥ ରାଓଖେଳ ପରିଚାଳନାକରି ଥିଲେ ।

Latest News