Breaking News

ଝାରସୁଗୁଡା ରେ କାର ଓ ଟ୍ରକ ମୁହାଁମୁହିଁ ଧକ୍କା, ଜଣେ ଆହତ

Date:28-08-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ଥାନା ଅନ୍ତର୍ଗତ ହୋଟେଲ ଅର୍ଚ୍ଚାଡ଼ ସମ୍ବୁଖରେ କାର ଓ ଟ୍ରକ ଧକ୍କାରେ ଜଣେ ଆହତ ହୋଇଥିବା ସୂଚନା ମିଳିଛି। ଘଟନାନୁସାରେ ଆଜି ସମ୍ବଲପୁର-ଝାରସୁଗୁଡା ରୋଡ଼ ମଧ୍ୟରେ କାର କୁ ଟ୍ରକ ଧକ୍କା ଦେଇଥିଲା ଫଳରେ କାର ଚାଳକ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ଆହତ ହୋଇଥିବା କାରଚାଳକକୁ à¬¡à¬•à­à¬Ÿà¬°à¬–ାନାରେ ଭର୍ତ୍ତି କରାଯାଇଛି। 

Latest News