Breaking News

ଏମସିଏଲ ଜିଏମ ଅଫିସ ସାମ୍ନା ରେ ବିକ୍ଷୋଭ

Date:27-08-2019




ଓଜସ୍ଵୀ ଇବ-ଥର୍ମାଲ: ଝାରସୁଗୁଡା ଜିଲ୍ଲା ବନ୍ଧବାହାଲ ଏମସିଏଲ ଜିଏମ ଅଫିସ ସାମ୍ନା ରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେସ୍ଥାନୀୟ ଲୋକ। ସ୍ଥାନୀୟ ଲୋକଙ୍କ ସମସ୍ୟା ସମ୍ପର୍କରେ ଜିଏମ ସହିତ ଆଲୋଚନା କରିଥିଲେ ସ୍ଥାନୀୟ ବିଧାୟକ କିଶୋର ମହାନ୍ତି।ସମସ୍ୟା ର ସମାଧାନ କରିବାକୁ ଦାବି କରିଥିଲେ। ଜିଏମ ସମସ୍ୟାର ଯଥା ଶୀଘ୍ର ସମାଧାନ କରିବାକୁ ପ୍ରତିଶୃତି ଦେଇଥିଲେ।ବିଧାୟକ ଙ୍କ ସମେତ ସରଣ୍ଡାମାଲ ସରପଞ୍ଚ ପାର୍ବତୀ ବେହେରା,ପିତାମ୍ବର ମିଶ୍ର,ଗୌତମ ପଧାନ,ସୁରେନ୍ଦ୍ର ବେହେରା, ରୋହିତ ପଧାନ,ଏବଂ ଉବୁଢ଼ା, ଖଇର କୁନି,ଟିଙ୍ଗିସମାଲ,ଗ୍ରାମର ବିସ୍ଥାପିତ  ଲୋକମାନେ ଯୋଗଦେଇଥିଲେ।

Latest News