Breaking News

ଖୋଲିଲା ହିରାକୁଦର ଆଉ ୨ଟି ; ମୋଟ୍‍ ୫ଟି ଗେଟ୍‍ ଦେଇ ଜଳ ନିଷ୍କାସନ

Date:27-08-2019



 

ଓଜସ୍ଵୀ ସମ୍ବଲକୁର : ହୀରାକୁଦ ଜଳଭଣ୍ଡାରରେ ଜଳ ସ୍ଥର ବୃଦ୍ଧିପାଇବାରୁ ଆଉ ୨ଟି ଗେଟ ଖୋଲା ଯାଇଛି। ବର୍ତ୍ତମାନ ସୁଦ୍ଧା ଜଳ ଭଣ୍ଡାରର ମୋଟ ୫ଟି ଗେଟ୍‍ ଦେଇ ଜଳ ନିଷ୍କାସନ କରାଯାଉଛି। ସଂନ୍ଧ୍ୟା ୬ଟା ରେ ୩ଟି ଗେଟ ଖୋଲା ଯାଇଥିବା ବେଳେ ରାତିରେ ଆଉ ୨ଟି ଗେଟ୍‍ ଖୋଲା ଯାଇଛି।ସଂନ୍ଧ୍ୟା ୬ଟା ସୁଦ୍ଧା ଜଳଭଣ୍ଡାରର ଜଳସ୍ତର ୬୨୩.୨୩ ଫୁଟ ରହିଥିଲା। ପ୍ରତି ସେକେଣ୍ଡରେ ଜଳଭଣ୍ଡାର ମଧ୍ୟକୁ à­§,୬୯,୮୨୩ କ୍ୟୁସେକ ଜଳ ପ୍ରବେଶ କରୁଥିବା ବେଳେ ୬୯.୮୧୬ କ୍ୟୁସେକ ଜଳ ନିଷ୍କାସିତ ହେଉଥିବା ସୂଚନା ମିଳିଛି।

Latest News