Breaking News

ବିଧାୟକଙ୍କ କୁଡ଼ାଲୋଇ ପଞ୍ଚାୟତ ପରିଦର୍ଶନ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Date:26-08-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ କୁଡାଲୋଇ ପଞ୍ଚାୟତର ଖଇରକୁନି ଗ୍ରାମଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଉକ୍ତ ବୈଠକରେ ମାନ୍ୟବର ବିଧାୟକ କିଶୋର ମହାନ୍ତି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଗ୍ରାମବାସୀ ସ୍ଥାନୀୟ ସମସ୍ୟା ଗୁଡିକ ଜଣାଇଥିଲେ । ବିଧାୟକ ଖଇକୁନି ଗ୍ରାମର ହାଇସ୍କୁଲ ଏଵଂ UGME ସ୍କୁଲ ପରିଦର୍ଶନ ଦର୍ଶନ କରିଥିଲେ । ସ୍କୁଲର ବିଭିନ୍ନ ସମସ୍ୟା ବୁଝିବ ସହିତ ଖଇରକୁନି ସ୍ଥିତ ହାଇସ୍କୁଲ ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବୃକ୍ଷ ଲଗାଇଥିଲେ ।

Latest News