Breaking News

ଲଖନପୁର ସ୍ୱାସ୍ଥ୍ୟକେନ୍ଦ୍ର ସମୀକ୍ଷା କଲେ ବିଧାୟକ କିଶୋର ମହାନ୍ତି

Date:26-08-2019



ଝାରସୁଗୁଡ଼ା ଜିଲା ଲଖନପୁର ବ୍ଲକ ସିଏଚସି ପରୀଦର୍ଶନ କରି ବ୍ରଜରାଜନଗର ବିଧାୟକ କିଶୋର ମହାନ୍ତି ସ୍ୱାସ୍ଥ୍ୟ ବ୍ୟବସ୍ଥା ବୁଝିବା ସହିତ ରୋଗୀ କଲ୍ୟାଣ ସମିତ ବୈଠକରେ ଯୋଗଦେଇଥିଲେ । ଆଗାମୀ ଦିନରେ ଲଖନପୁର ବ୍ଲକରେ କେମିତି ଉନ୍ନତ ମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରାଯିବ ସେନେଇ ଅଧିକାରୀ ମାନଙ୍କ ସହିତ ତର୍ଜମା କରିଥିଲେ ।

Latest News