Breaking News

ପେଟ୍ରୋଲ ପମ୍ପ ଟାଙ୍କିରୁ ପେଟ୍ରୋଲ ବଦଳରେ ମିଳୁଛି ପାଣି

Date:26-08-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ସହର ସ୍ଥିତ ସୁନାରିମୁଣ୍ଡା ହିନ୍ଦୁସ୍ଥାନ ପେଟ୍ରୋଲିୟମ ସଙ୍ଗିତା ମୋଦୀ ଙ୍କ ମାରୁତି ଫ୍ୟୁଲ ପେଟ୍ରୋଲ ପମ୍ପ ଟାଙ୍କିରୁ ପେଟ୍ରୋଲ ବଦଳରେ ପାଣି ମିଳୁଛି ଗ୍ରହକଙ୍କୁ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ।ଗ୍ରହକ ମାନେ ଅସନ୍ତୋଷ । ଗ୍ରାହକ ଉମେସ ଗୁପ୍ତା ଅଭିଯୋଗ କରିଛନ୍ତି ।

Latest News