Breaking News

ବରଗଡ଼ ଜିଲ୍ଳାପାଳଙ୍କ ଅଫିସ ଆଗରେ ବିକ୍ଷୋଭ

Date:26-08-2019



ଓଜସ୍ଵୀ ବରଗଡ଼: ପଦ୍ମଶ୍ରୀ ଲୋକକବି ହଳଧର ନାଗଙ୍କ ନାମରେ ଏତାଲା ଦେବା ଏବଂ ତାଙ୍କ ପ୍ରତି ଅପମାନଜନକ ମନ୍ତବ୍ୟ ଦେବା ଘଟଣାରେ ସମଗ୍ର ପଶ୍ଚିମ ଓଡ଼ିଶାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଏହି ପ୍ରସଙ୍ଗରେ ଆଜି କୋଶଳ ରାଜ୍ୟ ସମନ୍ୱୟ ସମିତି ପକ୍ଷରୁ ବରଗଡ଼ ଜିଲ୍ଳାପାଳଙ୍କ ଅଫିସ ଆଗରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

Latest News