Breaking News

ମାଠିଆ ଭଙ୍ଗା ଉତ୍ସବ, ପ୍ରତିଯୋଗିତା

Date:26-08-2019



 
ଓଜସ୍ଵୀ ବ୍ରଜରାଜନଗର: ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର ଗୋପବନ୍ଧୁ  ଛକଠାରେ  ଇ ଏସ ଆଇ ଛକ ଜନ୍ମାଷ୍ଟମୀ ପୁଜା କମିଟି ଦ୍ୱାରା ଜନ୍ମାଷ୍ଟମୀ ଓ ନନ୍ଦ ଉସ୍ୱବ ଧୁମ ଧାମରେ ପାଳିତ ହୋଇଜାଇଛି ଏହି ଅବସରରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ମୁଖ୍ୟ ଆକର୍ଷଣ ରହିଥାଏ  ମାଠିଆ ଭଙ୍ଗା ଉସ୍ୱବ ପାଳିତ ହୋଇଜାଇଛି ଏହି ଅବସରରେ  ଅଞ୍ଚଳର  ଯୁବକ  ଗୋଟିଏ ଗୋଟିଏ ଗ୍ରୁପ ହୋଇଥାନ୍ତି  ଏହି ଉସୂବର ପାଞ୍ଚଟି ଗ୍ରୁପ ଭାଗନେଇଥିଲେ  ଗୋଟିଏ  ଗୋଟିଏ ଗ୍ରୁପ ରେ କୋଡିଏ  ରୁ ଅଧିକ ଯୁବକ ଭାଗ ନେଇଥାନ୍ତି   à¬—ୋଟିଏ ଗୋଟିଏ ଗ୍ରୁପର ଯୁବକ ମାନେ ଭାଙ୍ଗି ବାକୁ ଚେଷ୍ଟା କରିଥାନ୍ତି  ଏଥି ଗଙ୍ଗାନଗର ଗ୍ରୁପ ମାଠିଆ ଭାଙ୍ଗି ବିଜୟ ହୋଇଥିଲା ପ୍ରାଇଜ ସହ ରାଶି   à¬¦à¬¿à¬† ଯାଇଥିଲା ଏହି କାର୍ଯ୍ୟକ୍ରମୁ ବିଜେଡି ଟାଉନ ସଭାପତି ଜୟନ୍ତ ଦୀକ୍ଷିତ ଓ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ଆନିଲି ନାୟକ  ପରିଚାଳନା କରିଥିଲେ ଏହି ଉସୂବ ଦେଖି ବାକୁ ଅଞ୍ଚଳର ସହ ସହ ଲୋକଙ୍କ ଭିଡ ହୋଇଥିଲା

Latest News