Breaking News

ତ୍ସୀର କଟାମୁଣ୍ଡ ଧରି ଥାନାରେ ପହଞ୍ଚିଲା ସ୍ବାମୀ

Date:26-08-2019




ଓଜସ୍ଵୀ ପୁରୀ : ପୁରୀ ଜିଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ରାଇବେରୁଆ ଗ୍ରାମରେ ସୋମବାର ଜଣେ ନୃଶଂସ ସ୍ବାମୀ ଏକ ଧାରୁଆ ଅତ୍ସରେ ନିଜ ତ୍ସୀର ମୁଣ୍ଡ ଗଣ୍ଡି କାଟି ଅଲଗା କରିଦେଇଥିଛି। ମାରିଦେବାପରେ ତ୍ସୀର କଟାମୁଣ୍ଡ ନେଇ ଥାନାରେ ନିଜକୁ ଆତ୍ମସମର୍ପଣ କରିଛି। ତ୍ସୀର ଚରିତ୍ରକୁ ସନ୍ଦେହ କରି ନୃଶଂସ ସ୍ବାମୀ ଏଭଳି କରିଥିବା ଜଣାପଡିଛି। ଅଭିଯୁକ୍ତ ସ୍ବାମୀକୁ ଥାନାରେ ଅଟକ ରଖାଯାଇଛି।

Latest News