Breaking News

ବନ୍ଧବାହାଲ ରେ ଚାଷୀ ସମାବେଶ

Date:25-08-2019



ଓଜସ୍ୱି-ଝାରସୁଗୁଡ଼ା ଜିଲ୍ଲା ବନ୍ଧବାହାଲ ସମଲେଇ ମନ୍ଦିର ପ୍ରାଣାଙ୍ଗ ରେ ଜୋନ ସ୍ତରୀୟ ଚାଷୀ ମାନଙ୍କୁ ନେଇ ଏକ କମିଟି ଗଠନ କରିବା ପାଇଁ ଆସନ୍ତା 8ତାରିଖ  2ଟା ସମୟରେ ହେବାର ପ୍ରସ୍ତାବ ନିଆ ଗଲା । ଏହି ବୈଠକରେ 10 ଟି ପଂଚାୟତ ର ଚାଷୀ ଯୋଗଦାନ କରିଥିଲେ

Latest News