Breaking News

ଝାରସୁଗୁଡା ଜିଲ୍ଲାକୁ ମଦ ମୁକ୍ତ କରିବା ପାଇଁ ଆଗେଇ ଆସିଲେ ଛାତ୍ର ।

Date:25-08-2019



ଓଜସ୍ଵୀ ନ୍ୟୁଜ-ଝାରସୁଗୁଡା ସହର ସ୍ଥିତ ଏଲ୍.ଏନ୍ କଲେଜର +୩ ପ୍ରଥମ ବର୍ଷର ଛାତ୍ର ଜିତେନ୍ଦ୍ରିୟ ଧୁରୁଆ । ସାଇକେଲ ରେ ଜିଲ୍ଲାର ସମସ୍ତ ବ୍ଲକ କୁ ବୁଲି ବୁଲି ଲୋକଙ୍କୁ ମଦଠୁ ଦୁରେଇ ରହିବା ପାଇଁ ବାର୍ତ୍ତା ପହଞ୍ଚାଇବେ । ଜିତେନ୍ଦିୟଙ୍କ ଏଭଳି ପଦକ୍ଷେପ କୁ ତାଙ୍କ ସାଙ୍ଗ ଏବଂ ସହପାଠିମାନେ ସମର୍ଥନ ଜଣାଇଛନ୍ତି ।

Latest News