Breaking News

ବରଗଡ଼ରେ ଭାଷା ଚେତନା ଅଭିଯାନ

Date:25-08-2019



ବରଗଡ଼ ଓଜସ୍ୱି ନ୍ୟୁଜ -ବରଗଡ଼ରେ ଭାଷା ଚେତନା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ଜିଲ୍ଲାର ବହୁ ଲେଖକ, କବି, ସାମ୍ବାଦିକ, ବୁଦ୍ଧିଜୀବୀ ଯୋଗଦେଇ, ସମଲପୁରୀ ଭାଷାକୁ ଦ୍ବିତୀୟ ସରକାରୀ ଭାଷା କରିବା, ଆକ୍ରୋଶମୂଳକ ଭାବେ ହଳଧର ନାଗଙ୍କ ବିରୁଦ୍ଧରେ କରାଯାଇଥିବା ମିଥ୍ଯା ଅଭିଯୋଗ ପ୍ରତ୍ଯାହାର, ପ୍ରାଥମିକ ଶିକ୍ଷା ରେ ସମଲପୁରୀ ଭାଷା ପ୍ରଚଳନ କରିବା ଦାବୀ କରି ଶୋଭାଯାତ୍ରା କରିଥିଲେ ।

Latest News