Breaking News

ବନ୍ଧବାହାଲ ମଙ୍ଗଳା ମନ୍ଦିର ଠାରେ ମାର୍କେଟ କମ୍ପେକ୍ସ ଉଧଘାଟିତ

Date:25-08-2019




ଝାରସୁଗୁଡ଼ା ଓଜସ୍ଵୀ ନ୍ୟୁଜ- ଝାରସୁଗୁଡ଼ା ବନ୍ଧବାହାଲ ଠାରେ ଏମସିଏଲ ପକ୍ଷରୁ ମଙ୍ଗଳାମନ୍ଦିର ମାର୍କେଟ କମ୍ପେକ୍ସ ଲଖନପୁର ଜିଏମ ଅନିଲ କୁମାର ସିଂହ ଦ୍ବାରା ଉଦଘାଟିତ ହୋଇଯାଇଛି। ଏଥିରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

Latest News