Breaking News

ବର୍ଷା ରେ ଭାଙ୍ଗିଲା ଘର ସହାୟତା ଦାବି

Date:24-08-2019



ଝାରସୁଗୁଡା ଜିଲ୍ଲା ବ୍ରଜରାଜନଗର   à¬°à¬¾à¬œà¬ªà­à¬° ଗ୍ରାମ ପଞ୍ଚାୟତ ଆର କଟାପାଲି ଗ୍ରାମରେ
ବର୍ଷା ଯୋଗୁ   à¬˜à¬° ଭାଙ୍ଗି ଜାଇଥିବାରୁ ସରକାରୀ ସହାୟତା ଦାବି କରିଛନ୍ତି   à¬†à¬° କଟାପାଲି ଗ୍ରାମର ଦୂଶିଲା କିଶାନ 'ଶୁକ ଧୁରୋଆ 'ରାଜପୁର ର ଉର୍ମିଲା ଭୋଇ 'ଅନିତା ଷଣ୍ଡ 'ବଘରାଚକା  ସଂଗିତା ରାଏ ଙ୍କ ଘର   à¬­à¬¾à¬™à­à¬—ି ଯାଇଥିବା ଦେଖି ବାକୁ ମିଳିଛିକୁ  R I ତାରାଚାଦ ନାଏକ ଜାଇ  ତଦନ୍ତ କରି ସମସ୍ତ କୁ ପୋଲିଥିନ ଦେଇ ଆର୍ଥିକ ସହାୟତା ପାଇଁ ତହସିଲଦାର କୁ ଆବେଦନ କରାଯାଇଛି ।

Latest News