Breaking News

ବ୍ରଜରାଜନଗର ସ୍ଥିତ ସାହୁପଡ଼ା ଥରେ ଜନ୍ମାଷ୍ଟମୀ ପାଳିତ

Date:24-08-2019



ଓଜସ୍ଵୀ ବ୍ରଜରାଜନଗର:ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ସ୍ଥିତ ସାହୁ ଠାରେ ଶ୍ରୀକୃଷ୍ଣ ଜନ୍ମୋତ୍ସଵ ଜନ୍ମାଷ୍ଟମୀ ଧୁମଧାମରେ ପାଳନ କରାଯାଇଛି। ଏହି ଅବସରରେ ଶ୍ରଦ୍ଧାଳୁ ମାନେ ଶ୍ରୀ କୃଷ୍ଣ ଙ୍କର  ଜନ୍ମ ଠାରୁ ମୃତ୍ୟୁ ଯାଏଁ କିଭଳି ସଂଘର୍ଷ ପୂର୍ଣ୍ଣ ଜୀବନ ସେନେଇ ପୂଜକର ବିସ୍ତାର ଭାବେ ବୁଝାଇଥିଲେ। ଏହି ଦିନ ପ୍ରାୟତଃ ସମସ୍ତେ ନିର୍ଜଲା ଉପବାସ ରହି ନିଜ ମନୋଷ୍କାମନା ପାଇଁ ଶ୍ରୀକୃଷ୍ଣଙ୍କୁ ପୂଜା କରିଥାନ୍ତିଏବଂ ସାହୁପଡ଼ା ଠାରେ ଜନ୍ମାଷ୍ଟମୀ ଉତ୍ସବ କୁ ପ୍ରତିବର୍ଷ ପାଳନ କରାଯାଏ।

Latest News