Breaking News

ବିରାଟ କାୟ ରଣା ସାପ ଉଦ୍ଧାର

Date:23-08-2019



ଓଜସ୍ୱି ନ୍ୟୁଜ :- ଝାରସୁଗୁଡ଼ା ଜିଲ୍ଲା କିର୍ମିରା ବ୍ଲକ ଭୀମଯୋର ପଞ୍ଚାୟତ ରେ ଏକ ବିରାଟକାୟ ରଣା ସାପକୁ ଲୋକେ ଦେଖି ବନ ବିଭାଗ କୁ ଖବର ଦେଇଥିଲେ । ବନ ବିଭାଗ ଏହି ୮ ଫୁଟ ଲମ୍ବର ଏହି ରଣା ସାପକୁ ଉଦ୍ଧାର କରି ଜଙ୍ଗଲ ରେ ଛାଡ଼ି ଥିଲେ । ଭୀମଯୋର ସରପଞ୍ଚ ମଞ୍ଜୁଲତା ବାଗ ସମେତ ଖଗେଶ୍ୱର ଡୁଙ୍ଗ ଡୁଙ୍ଗ ଅନ୍ୟାନ୍ୟ ଲୋକମାନେ ଉପସ୍ଥିତ ଥିଲେ।

Latest News