Breaking News

ନିଗମାନନ୍ଦ ଆଶ୍ରମରେ ONGC ପକ୍ଷରୁ ସୋଲରା ଆଲୋକି କରଣ ର ଶୁଭାରମ୍ଭ

Date:23-08-2019



ଓଜସ୍ଵୀ ବରଗଡ଼: ଆଜି ଶ୍ରୀକୃଷ୍ନ ଜନ୍ମାଷ୍ଟମୀ ଅଵସର ରେ  ବରଗଡ଼ ନିଗମାନନ୍ଦ ନଗର ସ୍ଥିତ ନିଗମାନନ୍ଦ ଆଶ୍ରମରେ ONGC ପକ୍ଷରୁ  ଏକ ଲକ୍ଷ କୋଡିଏ ହଜାର ଟଙ୍କାର  ସୋଲରା ଆଲୋକି କରଣ ର ଶୁଭାରମ୍ଭ କଲେ ଅଶ୍ୱିନୀ ଷଡ଼ଙ୍ଗୀ ଓ କଳ୍ପନା ଷଡ଼ଙ୍ଗୀ ଙ୍କ ସମେତ ବିଜେପି କାର୍ଯ୍ୟକର୍ତା ମାନେ  ।

Latest News