Breaking News

ଝାରସୁଗୁଡା ଜିଲ୍ଲା ସମରବଗା ସରସ୍ଵତୀ ବିଦ୍ୟାମନ୍ଦିରରେ ଜନ୍ମାଷ୍ଟମୀ ପାଳିତ

Date:23-08-2019



ଓଜସ୍ଵୀ ଲଖନପୁର: ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଳକ ଅନ୍ତର୍ଗତ ସମରବଗା ଶିଶୁ ମନ୍ଦିର ସ୍କୁଲରେ ଜନ୍ମାଷ୍ଟମୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉଦଯାପନୀ ଉତ୍ସବ ରେ ମୁଖ୍ୟ ଅତିଥି ରୁପେ ଶ୍ରୀମତୀ ଅହଳ୍ୟା ବିଶ୍ବାଳ ଓ ସମ୍ମାନୀତ ଅତିଥି ରୁପେ ଶ୍ରୀମତୀ ସଂଯୁକ୍ତା ଭୋଇ ଯୋଗ ଦେଇ ଦୀପ ପ୍ରଜ୍ବଳନ କରିଥିଲେ । ଶିଶୁ ମାନେ ଶ୍ରୀ କୃର୍ଷ୍ଣ ଏବଂ ଗୋପିଙ୍କ ବେଶ ଧାରଣ କରି ଦାଣ୍ଡିଆ ନାଚ ପରିବେଷଣ କରିଥିଲେ । ଏହି ଦାଣ୍ଡିଆ ନୃତ୍ୟରେ ଶ୍ରୀ କୃର୍ଷ୍ଣଙ୍କ ଵାଲ୍ୟକାଳର ଳିଲା ମାନ ଦେଖିବାକୁ ମିଳିଥିଲା । ଏହି ଉତ୍ସବରେ ଵିଦ୍ୟାଳୟର ଗୁରୁଜୀ ଗରୁମା, ଗ୍ରାମବାସୀ, ଏବଂ  ସ୍କୁଲ କମିଟିର ସଦସ୍ୟ ମାନେ ମଧ୍ୟ ଯୋଗ ଦେଇଥିଲେ ।

Latest News