Breaking News

ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଟୁକୁର୍ଲା ଖେଦାପାଲି ଠାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ

Date:23-08-2019



ଓଜସ୍ଵୀ ବରଗଡ଼: ବରଗଡ଼ ଜିଲ୍ଲା ଭଟଲି ବ୍ଳକ ଟୁକୁର୍ଲା ଖେଦାପାଲି ଠାରେ ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ଉଦଘାଟନ ହେଲା ଡାଇଲିସିସ କେନ୍ଦ୍ର । ନୂତନ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଠାରେ କିଡନୀ ରୋଗୀଙ୍କ ପାଇଁ 6 ଟି ନେଗେଟିଭ ଓ ଗୋଟିଏ ପଜିଟିଭ ମୋଟ ଶଯ୍ୟା ସମୁଦାୟ 7ଟି ଡାଇଲିସିସ ମେସିନ ବ୍ୟବସ୍ଥା କରାଯାଇଛି ।ଜିଲ୍ଲାର ସମସ୍ତ କିଡନୀ ରୋଗୀଙ୍କୁ ଏଣିକି ମିଳିବ ମାଗଣାରେ କରିବେ ଡାଇଲିସିସ ଓ ସମସ୍ତ ପ୍ରକାରର ପରୀକ୍ଷା କରାଯିବ ।ମନ୍ତ୍ରୀ ସୁଶାନ୍ତ ସିଂ ଉଦ୍ଘାଟନ କରିଥିଲେ।

Latest News