Breaking News

ଝାରସୁଗୁଡା ମ୍ୟାଜିକ ଧକ୍କାରେ ଛାତ୍ର ମୃତ

Date:23-08-2019



ଝାରସୁଗୁଡା ବିଟିଏମ୍ ଛକ ଠାରେ ମେଜିକ ଧକାରେ ଛାତ୍ର ମୃତ ଏବଂ ଆଉଜଣେ ଗୁରୁତର । ମୃତ ଛାତ୍ର ଜଣକ ହେଲେ ହାଉସିଂଵୋଡ଼ କୋଲୋନୀର ଦିପକ ସିଂ (୧୭) ଏବଂ ଅନ୍ୟ ଗୁରୁତର ଛାତ୍ର ଜଣକ ହେଲେ ବିଟୁ କୁମାର । ବଜାର ରୁ ମାଛ କିଣି ଫେରିବା ସମୟରେ ବିଟିଏମ୍ ଠାରେ ମେଜିକ ଗାଡ଼ି ଧକ୍କା ରେ ଦୂର୍ଘଟଣାଟି ଘଟିଛି ।

Latest News