Breaking News

ଝାରସୁଗୁଡା ଜିଲ୍ଲାପାଳଙ୍କ ଶ୍ରମିକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ଏକ ବୈଠକ

Date:22-08-2019



ଝାରସୁଗୁଡା ଜିଲ୍ଲାପାଳ କାର୍ଯ୍ୟାଳୟ ସ୍ଥିତ DMF କକ୍ଷରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲାର ସମସ୍ତ କମ୍ପାନୀକୁ ନେଇ ଶ୍ରମିକଙ୍କ ସ୍ବାସ୍ଥ୍ୟ ସୁରକ୍ଷା ନିମନ୍ତେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯକ୍ଷ୍ମା ରୋଗ ରୁ କିଭଳି ଭାବେ ରକ୍ଷା ମିଳିପାରିବ ସେ ବିଷୟରେ ଆଲୋଚନା ହୋଇଥିଲା ।

Latest News