Breaking News

ଝାରସୁଗୁଡା ଚମ୍ପାପଡା ପ୍ରାଥମିକ ସୁୣଲରେ ବୃକ୍ଷରୋପଣ ଓ ସ୍ବଛ୍ଛଭାରତ କାର୍ଯକ୍ରମ

Date:22-08-2019



ଝାରସୁଗୁଡା ଚମ୍ପାପଡା ପ୍ରାଥମିକ ସୁୣଲରେ ବୃକ୍ଷରୋପଣ ଓ ସ୍ବଛ ଭାରତ କାର୍ଯକ୍ରମ 
ଓଜସ୍ଵୀ ଲଇକେରା: ଝାରସୁଗୁଡା ଜିଲ୍ଲା କିର୍ମିରା ବ୍କକ ଅର୍ଡା ଗ୍ରାମପଚାୟତ ଚମ୍ପାପଡା ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷୟତ୍ରୀ ଭଗବତୀ ଜୟପୁରିୟା ଙ୍କ ପରିଚାଲନାରେ ବୃକ୍ଷରୋପଣ ଓ ସ୍ବଛ୍ଛଭାରତ କାର୍ଯକ୍ରମ ଅନୁଷିୃତ ହୋଇଅଛି! ପ୍ରଥମେ ସୁୄଲ ଛାତ୍ର,ଛାତ୍ରୀମାନେର୍ଫା୍ଲକାର୍ଡ,ବେନର ଧରି ବୃକ୍ଷରୋପଣ ଓ ସ୍ବଛ୍ଛତା ବିଷୟରେ ସୋାୣଗାନ ଦେଇ ଗ୍ରାମପରିକ୍ରମା କରିଥିଲେ! ଏଥିରେ ମୁଖ୍ୟଅତିଥି ଅଲଟ୍ରାଟେକର ଅଧିକାରୀ ଦେବୀ ପ୍ରସାଦ ଭୂରିଟି, ସମ୍ମାନୀୟ ଅତିଥି ଗୋପିନାଥ ସେଠ (ଶିକ୍ଷା ବିଭାଗ)ସୁଶୀଲ ବାଗ(ପୂର୍ବତନ ବିଇଓ ଗଞାମ)କରୁଣାକର ପଟେଲ(ଏବିଇଓ କିର୍ମିରା)ମୁଖ୍ୟବକ୍ତା ରମେଶ ଚନ୍ଦ୍ ନାଥ(ଫରେଷ୍ଟର ଝାରସୁଗୁଡା)ଯୋଗ ଦେଇ ଛାତ୍ରଛାତ୍ରୀ ମାନଙୂ୍ ବୃକ୍ଷରୋପଣ,ପରିବେଶ ଓ ସ୍ବଛତା ବିଷୟରେ ସଚେତନ କରିଥିଲେ! ଚନ୍ଦନା ଜେନା,ସଞୟ ପଟେଲ,ମନ୍ନୟ ବଖରା ଉପସ୍ଥିତ ଥିବାବେଳେ ଶିକ୍ଷକ ତାରାଚାନ୍ଦ ବାଗ ଶିକ୍ଷୟତ୍ରୀ ନିର୍ମଲା ପାଣେୣ ,ସରିତା ନେଟି ସହଯୋଗ କରିଥିଲେ ?

Latest News