Breaking News

୧୦ମ ଦେବଡ଼ିହି ନକଆଉଟ ଫୁଟବଲ ଟୁର୍ଣ୍ଣାମେଂଟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତà

Date:21-08-2019




ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ସ୍ଥିତ ଦେବାଡ଼ିହି ସ୍କୁଲ ଖେଳ ପଡ଼ିଆରେ ଅନୁଷ୍ଠିତ ହେଉଥିବା ୧୦ମ ଦେବଡ଼ିହି ନକଆଉଟ ଫୁଟବଲ ଟୁର୍ଣ୍ଣାମେଂଟରେ ବରଗଡ଼ ସାଂସଦ ସୁରେଶ ପୂଜାରୀ ମୁଖ୍ୟ ଅତିଥି ଯୋଗ ଦେଇଥିଲେ। କିଛି ସମୟ ରହି ପ୍ରତିଭାବାନ ଫୁଟବଲ ଖେଳାଳି ମାନଙ୍କ ଚମତ୍କାର ପ୍ରଦର୍ଶନ ଦେଖି ତାଙ୍କର ଉତ୍ତୋର ଉତ୍ତୋର ବୃଦ୍ଧି କାମନା କରିଥିଲେ ଓ ଏହି ତୁର୍ଣ୍ଣାମେଣ୍ଟ କୁ ଆୟୋଜନ କରିଥିବା ସମସ୍ତ ସଦସ୍ୟଙ୍କୁ ଧନ୍ୟବାଦ ଅର୍ପଣ କରି ଆଗାମୀ ଦିନରେ ଏହି ଖେଳାଳୀ ମାନଙ୍କ ଭବିଷ୍ୟତ ଉଜ୍ଜ୍ଵଳ ରହିଛି ଏବଂ କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ପ୍ରକାର ସହାୟତା ଦରକାର ପଡ଼ିଲେ ନିଶ୍ଚିତ ଯୋଗାଇଦେବାକୁ ପ୍ରତିଶ୍ରୁତି ଦେଇଥିଲେ।

Latest News