Breaking News

ପରଲୋକରେ ଶକୁନ୍ତଳା ଦେବୀ

Date:21-08-2019



ଓଜସ୍ୱି ନ୍ୟୁଜ୍ : ଝାରସୁଗୁଡ଼ା ର ପ୍ରତିଷ୍ଠିତ ଶିଳ୍ପପତି ରଘୁବିର ପ୍ରସାଦ ଲାଠ ଙ୍କ ଧର୍ମ ପତ୍ନୀ ଶକୁନ୍ତଳା ଦେବୀ ଲାଠ ଙ୍କର (à­­à­«) ତାଙ୍କ ଝାରସୁଗୁଡ଼ା ହୋଟେଲ ମେଘଦୂତ ପରିସର ରେ ଥିବା ବାସ ଭବନ ରେ ବୁଧବାର ଅପରାହ୍ନ ରେ ହୃଦଗତି ବନ୍ଦ ହେବାରୁ ଦେହାନ୍ତ ହୋଇ ଯାଇଛି ।ତାଙ୍କ ଅନ୍ତିମ ୟାତ୍ରା ଶୁକ୍ରବାର ଅପରାହ୍ନ à­© ଟା ରେ ବାସ ଭବନ ରୁ ବାହାରି ଦଲକୀ ସ୍ଥିତ ଲାଠ ବଗିଚା(ଉର୍ଜା ଉଦ୍ୟୋଗ) ରେ ଅନ୍ତିମ ସଂସ୍କାର କରିବାର ସ୍ଥିର ହେଇଛି । ଶକୁନ୍ତଳା ଦେବୀ ଧର୍ମ ପରାୟଣ ମହିଳା ଥିଲେ ସେ ବାମରା ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପାଇଁ ଜମି ଓ ଭବନ ଦାନ କରିଥିଲେ । ତାଙ୍କର ଦୁଇ ପୁଅ ପ୍ରଦ୍ୟୁମ୍ନ ଓ ଅଭିଷେକ ତଥା à­ª ଝିଅ କୁମୁଦ, ବିଦୁଷି,ସ୍ମିତା,ଅର୍ଚ୍ଚନା, ବହୁ ଲେଖା ଏବଂ ଜ୍େୟାତି ତଥା ନାତି ଅଛନ୍ତି ତାଙ୍କର ମୃତ୍ୟୁ ରେ ଶୋକର ଛାୟା ଖେଳି ଯାଇଛି ।  à¬à¬¹à¬¿ ଘଟଣା ପ୍ରଚାର ହେବାମାତ୍ରେ ସହରର ବହୁ  à¬—ଣ୍ୟମାନ୍ୟ ବ୍ୟକ୍ତିମାନେ ଲାଠଙ୍କ ବାସ ଭବନରେ ପହଞ୍ଚି ସମବେଦନା ଜଣାଇଛନ୍ତି ।

Latest News