Breaking News

ଅଜଣା ଶବ ଉଦ୍ଧାର

Date:21-08-2019



ଓଜସ୍ୱି ନ୍ୟୁଜ :- ଝାରସୁଗୁଡ଼ା ଜିଲା ବେଲପାହାଡ଼ ଥାନା ଅନ୍ତର୍ଗତ ଉଲାପଗଡ଼, ବେନିକୁଦ ଗ୍ରାମ ନିକଟସ୍ଥ ଲିଲାରୀ ନାଳରେ ଜଣେ ଅଜଣା ଲୋକରଗଳିତ ଶବକୁ ପୁଲିସ ବୁଧବାର ଉଦ୍ଧାର କରିଛି  à¥¤ ଉଦ୍ଧାର କରାଯାଇଥିବା ମୃତ ବ୍ୟକ୍ତିର ପରିଚୟ ମିଳିପାରିନାହିଁ । ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜକରି ତଦନ୍ତ ଆରମ୍ଭ କରିଦେଇଛି ।
 

Latest News