Breaking News

ଷଣ୍ଢକୁ ଧକା ଦେଲା ଦରଭଙ୍ଗା ସୁପରଫାଷ୍ଟ ଟ୍ରେନ

Date:21-08-2019



ଓଜସ୍ଵୀ ଝାରସୁଗୁଡା: ଝାରସୁଗୁଡା ଚୌକିପଡା ସ୍ଥିତ ରେଳବାଇ ଫାଟକ ଠାରେ ଏକ ଷଣ୍ଢକୁ ଧକା ଦେଲା ସାପ୍ତାହିକ ଚାଲୁଥିବା ଦରଭଙ୍ଗା ସୁପରଫାଷ୍ଟ ଟ୍ରେନ । ଷଣ୍ଢ ଗୁରୁତର ଆହତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ରେଳଲାଇନ ରୁ କାଢ଼ି ଲେ ଲୋକେ ।

Latest News