Breaking News

ଆପିକଲ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ, ପ୍ରଭାତଦିତ୍ୟ ମିଶ୍ର(ପିକୁ)

Date:21-08-2019




ଆପିକଲ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କଲେ, ପ୍ରଭାତଦିତ୍ୟ ମିଶ୍ର(ପିକୁ)
ଓଜସ୍ଵୀ ଭୁବନେଶ୍ୱର: ପୂର୍ବରୁ ମୁଖ୍ୟମନ୍ତ୍ରୀ ନିଗମର ଅଧ୍ୟକ୍ଷ ମାନଙ୍କ ନାମ ଘୋଷଣା କରିଥିଲେ। ଏନେଇ ଦାୟିତ୍ୱ ପାଇଥିବା ବରିଷ୍ଠ ବିଜେଡି ନେତା ମାନେ ଗୋଟିଏ ପରେ ଗୋଟିଏ ଦାୟିତ୍ୱ ଗ୍ରହଣ କରିଛନ୍ତି। ଆଜି ଭୁବନେଶ୍ୱରରେ  ଆପିକଲ ଅଧ୍ୟକ୍ଷ ଭାବେ ଆଜି ଦାୟିତ୍ୱ ଗ୍ରହଣ କରିଛନ୍ତି ବିଜେଡିର ବରିଷ୍ଠ ନେତା ପ୍ରଭାତଦିତ୍ୟ ମିଶ୍ର(ପିକୁ)। ମୁଖ୍ୟମନ୍ତ୍ରୀ ଦେଇଥିବା ଦାୟିତ୍ୱକୁ କିପରି ଭଲଭାବେ ତୁଲାଇବି ଏହା ନିଜ ମତ ଦେଇଥିଲେ।

Latest News