Breaking News

କାର ଦୁର୍ଘଟଣା ଗ୍ରସ୍ତ

Date:21-08-2019



ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଳକ ୪୯ ନମ୍ବର ଜାତୀୟ ରାଜପଥ ବେହେରାଗୁଡା ଠାରେ ଏକ କାର (ଜେଏଚ ଓଆଇସିଜେଡ଼ ୨୨୨୬) ଭାରସାମ୍ୟ ହରାଇ ରାସ୍ତା କଡରେ ଏକ ଗଛରେ ଧକ୍କା ଦେଇଥିବା ଜଣା ଯାଉଛି।

Latest News