Breaking News

ରାଜପୁର ରେଳବାଇ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀଙà­

Date:21-08-2019




ରାଜପୁର ରେଳବାଇ ଓଭର ବ୍ରିଜ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଗ୍ରାମବାସୀଙ୍କ ଦାବି
ଓଜସ୍ଵୀ ଝାରସୁଗୁଡା/ବ୍ରଜରାଜନଗର: ସୁନ୍ଦରଗଡ ଜିଲ୍ଲାର MCL ଅଧିନସ୍ଥ ବସୁନ୍ଧରା ଖଣି କ୍ଷେତ୍ରରୁ ବିଭିନ୍ନ ସ୍ଥାନକୁ କୋଇଲା ପରିବହନ କରିବା ପାଇଁ ଅର୍ଧ ନିର୍ମିତ ହୋଇଥିବା ରେଳବାଇର ଓଭର ବ୍ରିଜ ଶୀଘ୍ର ବ୍ରିଜ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାକୁ ଦାବି ଜଣାଇ ଆଜି ଜିଲ୍ଲାପାଳ ଙ୍କ ଦାୟିତ୍ୱରେ ଥିବା ଅତିରିକ୍ତ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ। ଅନ୍ୟପକ୍ଷରେ ଏହି ସମସ୍ୟାର ସମାଧାନ ପାଇଁ ମଧ୍ୟ ବରଗଡ଼ ସାଂସଦ ସୁରେଶ ପୂଜାରୀଙ୍କୁ ମଧ୍ୟ ଏହି ଅଂଚଳ ସମସ୍ୟାକୁ କହି ଶୀଘ୍ର ଏହାର ସମାଧାନ କରନ୍ତୁ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି।

Latest News