Breaking News

ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ ୭୫ତମ ଜନ୍ମ ବାର୍ଷିକ ପାଳନ

Date:20-08-2019




ଝାରସୁଗୁଡା ଜିଲ୍ଲା ରମ୍ପେଲା ଗ୍ରାମପାୟତର ରାଜୀବ ଗାନ୍ଧୀ ସେବା କେନ୍ଦ୍ର ରେ  ୭୫ତମ ଜନ୍ମ ବାର୍ଷିକ ପାଳନ କରାଯାଇଛି।ପୂର୍ବତନ ସରପଞ୍ଚ ବିଦ୍ୟାଧର ନାୟକ ଙ୍କ ସଭାପତିତ୍ୱ ରେ ଅନୁଠିତ ହୋଇଯାଇଛି।ଏହି ସଭାରେ ସୁରେନ୍ଦ୍ର ପାଢ଼ୀ ,ଲିଙ୍ଗରାଜ ବଢ଼େଇ,ସୁବ୍ରତ ପଧାନ,ପିଣ୍ଟୁ ଖମାରି, ଅମରେନ୍ଦ୍ର ପଧାନ ଉପସ୍ଥିତ ଥିଲେ

Latest News