Breaking News

ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ସ୍ବାସ୍ଥ୍ୟବସ୍ଥା ଗୁରୁତର, ହସ୍ପିଟାଲରେ ଭର୍ତ୍ତି

Date:17-08-2019




ଓଜସ୍ଵୀ ଭୁବନେଶ୍ୱର: ବରିଷ୍ଠ ସାମ୍ବାଦିକ ରଣଜିତ ଗୁରୁଙ୍କ ସ୍ବାସ୍ଥ୍ୟ ଅଵସ୍ଥା ଗୁରୁତର। ଓଡ଼ିଆ ଦୈନିକ ଖବର କାଗଜ ସମ୍ବାଦର ଫିଚର ଏଡିଟର ରଣଜିତ ଗୁରୁ।
ସ୍ବାସ୍ଥ୍ୟ ଖରାପ ହେବାରୁ ତାଙ୍କୁ ଭୁବନେଶ୍ୱର ସ୍ଥିତ କିମ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

Latest News