Breaking News

ସାମାନ୍ୟ ବର୍ଷରେ ଝାରସୁଗୁଡ଼ା ସହ ରରେ ଆଣ୍ଠୁଏ ପାଣି

Date:10-07-2020



ସାମାନ୍ୟ ବର୍ଷରେ ଝାରସୁଗୁଡ଼ା ସହ ରରେ ଆଣ୍ଠୁଏ ପାଣି । ବମ୍ବେ ଛକ ଜାତୀୟ ରାଜପଥ ୪୯ ରୁ ସେଣ୍ଟମେରୀ ହସପିଟାଲ ଯିବା ଛକରେ ଆଜି ବର୍ତ୍ତମାନର ବର୍ଷାଯୋଗୁଁ ପାଣି ଭର୍ତ୍ତି। ସେଣ୍ଟମେରୀ ସ୍କୁଲ ପଟୁ କିଛିଦିନ ପୂର୍ବରୁ ଡ୍ରେନ ପାଇଁ ଗାତ ଖୋଳି ରାଜପଥ ଉପରେ ଛାଡି ଦିଆଯାଇଛି ଫଳରେ ଏହି ଅବସ୍ଥା

Latest News