Breaking News

ଦନ୍ତା ଭାଙ୍ଗିଲା ୬ ଘର

Date:06-07-2020



ଝାରସୁଗୁଡ଼ା ଜିଲ୍ଲା କୋଲାବିରା ବ୍ଲକ ର ପରମାନପୁର ପଂଚାୟତ ର ଶିରିଆପାଲି ଗ୍ରାମରେ 2 ଜଣ ଦନ୍ତାହାତୀଙ୍କ ଉପଦ୍ରବ ରେ ଗ୍ରାମର 6ଟି ଘର ଭାଙ୍ଗି ଯାଇଛି । ଗତ ରାତି 8ଟା ରେ ହାତିଦ୍ବୟ ପ୍ରଥମେ ଆସି ଉପଦ୍ରବ କରିବା ସମୟରେ ଗ୍ରାମବାସୀମାନୀ ବନବିଭାଗ ଖବର ଦେବାରୁ ବନ ବିଭାଗର ଅଧିକାରୀମାନେ ଯାଇ ଗ୍ରାମବାସୀଙ୍କ ସହ ମିଶି ହାତୀଙ୍କୁ ଘଉଡ଼ାଇଥିଲେ । ମାତ୍ର ବିଳମ୍ବିତ ରାତ୍ରରେ ପୁଣି ସେହି ହାତିଦ୍ବୟ ଉକ୍ତ ଗ୍ରାମରେ ପହଁଚି ଉପଦ୍ରବ କରି ଘର ଭାଙ୍ଗି ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି

Latest News