Breaking News

ଭକ୍ତ ବିହୀନ ଶୈବ ପୀଠ

Date:06-07-2020



କୋରନା ସଂକ୍ରମଣ ରୋକିବାକୁ ପ୍ରଶାସନ ପକ୍ଷରୁ ଏଥର ଶ୍ରାବଣ ମାସର ଶିବ ମନ୍ଦିର ଗୁଡିକରେ ଭକ୍ତ ଙ୍କ ସମାଗମ କୁ ବରଣ କରାଯିବା ଦିଗରେ ଜିଲ୍ଲାର ୧୩୧ ଟି ଶିବ ମନ୍ଦିର ପରିସର ରେ ୧୪୪ ଧାରା ଉପଖଣ୍ଡିୟ ମାଜିଷ୍ଟ୍ରେଟ ଙ୍କ ଦ୍ଵାରା ଲାଗୁ କରାଯାଇଛି।ଫଳସ୍ୱରୂପ ଏଥର ବୋଲବମ ଭକ୍ତ ,କାଉଡ଼ିଆ ଏବଂ ସାଧାରଣ ଭକ୍ତ ମାନେ ଶିବ ମନ୍ଦିର ଗୁଡିକ ରେ ଜଲଭିଷେକ କରିବାରୁ ବଂଚିତ ହେବେ।ଶ୍ରାବଣ ମାସରେ ପ୍ରତେକ ସୋମବାର ଶିବ ଲିଙ୍ଗରେ ଜଳାଭିଷେକ ଲାଗି ଭକ୍ତ ମାନେ ମନ୍ଦିର ଏବଂ ଶୈବ ପୀଠ ଗୁଡିକ ଯାଉଥିବାରୁ ସେମାନଂକୁ ବାରଣ କରିବା ପାଇଁ ଏହି ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଝାରସୁଗୁଡ଼ା ଉପଜିଲ୍ଲାପାଳ ଶିବ ଟପ୍ପୋ କହିଛନ୍ତି

Latest News