Breaking News

ଏଟିଏମ୍ ସିଲ୍ କଲା ପ୍ରସାଶନ

Date:07-05-2020



ଏଟିଏମ୍ ସିଲ୍ କଲା ପ୍ରସାଶନ
ବ୍ରଜରାଜନଗର ସ୍ଥାନୀୟ ଲମଟିବାହାଲ ଅଞ୍ଚଳରେ ଥିବା ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ  ଏଟିଏମ୍ ସିଲ୍ କଲା ପ୍ରସାଶନ ଅଧିକାରୀ ଏସଡିପିଓ ଦିଲିପ ଦାସ ଥାନା ଅଧିକାରୀ ନଳିତା ମୋଦୀ ତହସିଲଦାର ଗୋଲଖ ବିହାରୀ ମଙ୍ଗରାଜ ଇଓ ଦିଲିପ ପଟେଲ ଉପସ୍ଥିତ ରହି ସିଲ୍ କଲେ

Latest News