Breaking News

ଝାରସୁଗୁଡ଼ାରେ ନୂତନ ଏସ ପି ଙ୍କ ଯୋଗଦାନ

Date:30-04-2020



ଝାରସୁଗୁଡାରେ ନୂତନ ଏସ୍‌ପି ଭାବରେ ରାହୁଲ ପିଆର ଆଜି ଦିନ ୧୨ଟାରେ ଯୋଗଦାନ କରିଛନ୍ତି । ୨୦୧୩ ବ୍ୟାଚର ଆପିଏସ୍‌ ଅଧିକାରୀ ଶ୍ରୀ ରାହୁଲ ପୂର୍ବରୁ ସିବି ସିଆଇଡି ଏସ୍‌ପି ଭାବରେ କାର୍ଯ୍ୟରତ ଥିଲେ । ପୂର୍ବରୁ ଝାରସୁଗୁଡ଼ାରେ ଏସ୍‌ପି ଭାବରେ ଅବସ୍ଥାପିତ ଥିବା ଆଶ୍ଵିନୀ କୁମାର ମହାନ୍ତି ଆଜିଠାରୁ ଅବସର ନେଉଥିବାରୁ ଶ୍ରୀ ରାହୁଲ ଆଜିଠାରୁ ଝାରସୁଗୁଡ଼ା ଏସପି ଭାଗରେ ଯୋଗ ଦେଇଛନ୍ତି ।

Latest News