Breaking News

ଝାରସୁଗୁଡାରେ ୩୦ରୁ ଯୋଗଦାନ କରିବେ ନୂତନ ଏସ୍‌ପି

Date:28-04-2020



ଝାରସୁଗୁଡା ଜିଲ୍ଲାରେ ଆସନ୍ତା ୩୦ ତାରିଖରୁ ନୂତନ ଜିଲ୍ଲା ଆରକ୍ଷୀ ଅଧିକାରୀ ଭାବରେ ୨୦୧୩ ବେଚ୍‌ର ଆଇପିଏସ ଅଫିସର ରାହୁଲ ପିଆର ଯୋଗଦାନ କରିବେ ।  ବର୍ତ୍ତମାନର ଜିଲ୍ଲା ଆରକ୍ଷୀ ଅଧିକରୀ ଅଶ୍ୱିନୀ କୁମାର ମହାନ୍ତିଙ୍କ ଅବସର ପରେ ରାହୁଲଙ୍କୁ ଓଡିଶା ସରକାରଙ୍କ ପକ୍ଷରୁ ଏହି ନୂତନ ଦାୟିତ୍ୱ ପ୍ରଦାନ କରାଯାଇଛି । ସେ ପୂର୍ବରୁ ଓଡିଶା ସରକାରଙ୍କ ସିବି-ସିଆଇଡି ବିଭାଗରେ ଏସପି ଭାବର ଅବସ୍ଥାପିତ ଥିଲେ ।

Latest News