Breaking News

ବିମାନବନ୍ଦର କର୍ମଚାରୀ ସଂଘ କାର୍ଯ୍ୟାଳୟ ଉଦଘାଟିତ

Date:29-01-2020



ଓଜସ୍ୱି ନ୍ୟୁଜ୍ : ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦରରେ ଏୟାର୍ ପୋର୍ଟ ଅଥିରିଟି କର୍ମଚାରୀ ସଂଘ ଝାରସୁଗୁଡ଼ା ବ୍ରାଞ୍ଚ ଉଦଘାଟିତ ହୋଇଯାଇଛି । ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନବନ୍ଦର ନିର୍ଦ୍ଦେଶକ ଏସ୍.କେ ଚୌହାନ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟାଳୟକୁ ଉଦଘାଟନ କରିଥିଲେ । ସର୍ବଭାରତୀୟ ବିମାନବନ୍ଦର କର୍ମଚାରୀ ସଂଘ ର ସଭାପତି, ସମ୍ପାଦକ ପ୍ରମୁଖ ଯୋଗ ଦେଇଥିଲେ ।

Latest News